Alert : Javascript is disabled. To View this Website, Please Enable Your Browser's Javascript...

ଓ. ଏସ. ଆର. ପି. କୁ ସ୍ଵାଗତମ

You are here

ସ୍ଵାଗତମ ଅଧିକ ଜ୍ଞାତବ୍ୟ ବିଷୟ :

ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵବ୍ୟାଙ୍କର ଆର୍ଥିକ ସହାୟତାରେ ଓଡିଶା ସରକାରଙ୍କର ପୁର୍ତ୍ତ ବିଭାଗ ଦ୍ଵାରା  କାର୍ଯ୍ୟକାରୀ ହେଉଅଛି । ପ୍ରକଳ୍ପର ଆଭିମୁଖ୍ୟ ହେଉଛି ନିର୍ଦ୍ଦିଷ୍ଟ ପରିବହନ କ୍ଷେତ୍ରମାନଙ୍କରେ ଥିବା ଅସୁବିଧାଗୁଡ଼ିକର ଦୂରୀକରଣ ଏବଂ ଓଡିଶା ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ଓ ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ଅଭିବୃଦ୍ଧିକରଣ । ପ୍ରକଳ୍ପ ପରିଚାଳନା ୟୁନିଟ ର ମୁଖ୍ୟ ହେଉଛନ୍ତି, ୟୁନିଟ –V ସ୍ଥିତି ନିର୍ମାଣ ସୌଧରେ ଆବସ୍ଥାପିତା ମୁଖ୍ୟ ଯନ୍ତ୍ରୀ (ଡବ୍ଲୁପିପି )।

ପ୍ରକଳ୍ପ ଉନ୍ନୟନ ଆଭିମୁଖ୍ୟ (ପିଡିଓ) ହେଉଛି ଓଡିଶାର କେତେକ ନିର୍ଦ୍ଦିଷ୍ଟ ପରିବହନ କ୍ଷେତ୍ରରେ ଥିବା ଅସୁବିଧାଗୁଡ଼ିକର ଦୂରୀକରଣ ଏବଂ ଓଡିଶାର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ପୁଞ୍ଜି ନିବେଶ । ପ୍ରକଳ୍ପ ଉନ୍ନୟନ ଲକ୍ଷ୍ୟ ସାଧନ ନିମନ୍ତେ (କ) କାର୍ଯ୍ୟ ସଂପଦନରେ ଉନ୍ନତି, ସାମାଜିକ ଓ ପରିବେଶଭିତ୍ତିକ ସହଯୋଗୀ, ଅଗ୍ରାଧିକାରଭିତ୍ତିକ ସଡକଗୁଡିକରେ ନିରପତା ସହ ପରିବହନ, (ଖ) ସଡକ ଭିତ୍ତିଭୂମି, ଅର୍ଥଲଗାଣ ଓ ପରିଚାଳନା କ୍ଷେତ୍ରରେ ବେସରକାରୀ ଉଦ୍ୟୋଗମାନଙ୍କର ଅଧିକ ଅଂଶଗ୍ରହଣ, (ଗ) ସଡକ ପରିଚାଳନା, ପୁଞ୍ଜି ଓ ନିରାପତ୍ତାର ଉନ୍ନତି ପାଇଁ ଓଡିଶା ସରକାରଙ୍କ ନିମନ୍ତେ ଅନୁକୂଳ ନୀତି ନିର୍ଦ୍ଧାରଣ ।

  • ଫଳାଫଳ ସୂଚକ : ପ୍ରକଳ୍ପ ସଂପୂର୍ଣ୍ଣ, ପ୍ରକଳ୍ପ ଅଧୀନରେ ବ୍ୟବସାୟ ଓ ସାଧାରଣ ପରିବହନ କ୍ଷେତ୍ରରେ କମ ଖର୍ଚ୍ଚ ଏବଂ ବ୍ୟବହାରକାରୀମାନଙ୍କୁ ସଡକ ଭିତ୍ତିଭୂମି ଓ ସେବା ଯୋଗାଣ କ୍ଷେତ୍ରରେ ଓଡିଶା ପୂର୍ତ୍ତବିଭାଗ ନିଜର ଶକ୍ତି ଓ ସାମର୍ଥ୍ୟର ବୃଦ୍ଧି ଘଟାଇବ । ନିମ୍ନ ସୂଚନା ମତେ ଫଳାଫଳ ଶୃଙ୍ଖଳିତ ହେବ ।
    • ପ୍ରକଳ୍ପ ଆଲରେ ଗାଡି ଚଳାଚଳ ଖର୍ଚ୍ଚ 15 ପ୍ରତିଶତ ହ୍ରାସ ।
    • ପ୍ରକଳ୍ପ ଆଲରେ ଯାତାୟତ କରୁଥିବା ଗାଡିଗୁଡ଼ିକର ଗତି ଘଣ୍ଟା ପ୍ରତି 40 ରୁ 55 କି.ମି. କୁ ବୃଦ୍ଧି ।
    • ପ୍ରକଳ୍ପ ଅଧୀନରେ ଥିବା ସଡକରେ ଉନ୍ନତି ପରିବହନ ସମ୍ପର୍କରେ ବ୍ୟବହାରକାରୀଙ୍କ ଅନୁକୂଳ ମତ ।

ଓଡିଶା ପୂର୍ତ୍ତବିଭାଗର ଦକ୍ଷତା ଓ ସ୍ଵଚ୍ଛତା ବୃଦ୍ଧି :

  1. ଭିତର ଆଲରେ ଥିବା ରାସ୍ତା ସମୂହର ପରିଚାଳନା ଓ ରକ୍ଷଣାବେକ୍ଷଣ ବ୍ୟବସ୍ଥା ।
  2. ଭିତର ଆଲରେ ଚାଲୁ ରହିଥିବା ବ୍ୟବସାୟ କାର୍ଯ୍ୟ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ।
  3. ପରିଚାଳନା, ଊତ୍ତରଦାୟିତ୍ଵ , ଅନୁଶାସନ ଓ କର୍ମଯୋଜନା ସମ୍ପାଦନ ସମ୍ପର୍କୀୟ ସୂଚନା ଅଧିକାର ଯୋଗାଇ ଦେବା ପାଇଁ ଓଡିଶା ପୂର୍ତ୍ତବିଭାଗର ସାମର୍ଥ୍ୟ  ।
  4. ସୁରକ୍ଷା ସମ୍ପାଦନ କାର୍ଯ୍ୟବଳୀର ଉପସ୍ଥାପନା ।

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦