Alert : Javascript is disabled. To View this Website, Please Enable Your Browser's Javascript...

ଆମ ସହ ସମ୍ପର୍କ କରନ୍ତୁ

You are here

ମୁଖ୍ୟ ଯନ୍ତ୍ରୀ
ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ , ଓଡିଶା
ଯନ୍ତ୍ରୀମୁଖ୍ୟ(ସିଭିଲ)ଙ୍କ କାର୍ଯ୍ୟ।ଳୟ , ଓଡିଶା
ନିର୍ମାଣ ସୌଧ , କେଶରୀ ନଗର , ୟୁନିଟ – 5 , ଭୁବନେଶ୍ଵର – 751001
ଦୂରଭାଷ : +91-674-2396783 ଫ୍ୟାକ୍ସ: +91-674 – 2390080
ଇ ମେଲ : pmuosrp@gmail.com

ଆମ କାର୍ଯ୍ୟ।ଳୟର କର୍ମଚାରୀ

କ୍ରମିକ ସଂଖ୍ୟା

ନାମ

ପଦବି

କାର୍ଯ୍ୟ।ଳୟ ଦୁରଭାଷ

ନ୍ୟସ୍ତ ଦାୟିତ୍ଵ

1


ଇଂ. ଓମ ପ୍ରକାଶ ପଟେଲ

ମୁଖ୍ୟ ଯନ୍ତ୍ରୀ, ଡ଼ିପିଆଇ ଓ ରାସ୍ତା

0674-2396783 

ମୁଖ୍ୟ ଯନ୍ତ୍ରୀ ନିମ୍ନୋକ୍ତ ପ୍ରକଳ୍ପଗୁଡିକର ମୁଖ୍ୟ ଅଟନ୍ତି :-

1.ବିଶ୍ଵ ବ୍ୟାଙ୍କ ସହାୟତା ଅନ୍ତର୍ଗତ ଓଡିଶା ରାଜ୍ୟ ସଡକ ପ୍ରକଳ୍ପ

2.ସମ୍ପତି ପ୍ରବନ୍ଧନ

3.ଆନୁଷ୍ଟାନିକ ଶକ୍ତିଶାଳୀ କାର୍ଯ୍ୟ ଯୋଜନା(ISAP).

2


ଇଂ. ବିଜୟ ଚନ୍ଦ୍ର ତ୍ରିପାଠୀ

ଅଧିକ୍ଷଣ ଯନ୍ତ୍ରୀ (PROJECT)

0674 -2391497

1.ଜଗତପୁର – ଚାନ୍ଦବାଲି – ଓଡିଶା ରାଜ୍ୟ ସଡକ ପ୍ରକଳ୍ପ – ସିଡବ୍ଲୁ – ଆଇସିବି - ୱାଲ 2-ପି 06 ସହ ଜମି ଅଧିଗ୍ରହଣ , ଉପଯୋଗିତା ପୁନଃ ନିରୂପଣ ଏବଂ ଅନ୍ୟ ସମସ୍ତ ସମନ୍ଵୟ ଇତ୍ୟାଦିର ପ୍ରସ୍ତୁତି

2.ବେସରକାରୀ ସଂସ୍ଥା ସମେତ ଡିଏସଆରପିର ସମସ୍ତ ପ୍ରକାର ସାମାଜିକ ପରିଚାଳନାରେ ସହାୟତା

3


ଇଂ ରଶ୍ମିରଞ୍ଜନ ବୋହିଦର

ଅଧିକ୍ଷଣ ଯନ୍ତ୍ରୀ

0674-2391495

1.ISAP ର କାର୍ଯ୍ୟପନ୍ଥା ଓ ଏହାର ଚୁକ୍ତି ପରିଚାଳନା କରିବାପାଇଁ ନିଯୁକ୍ତ ଥିବା ଉପଦେଷ୍ଟମଣ୍ଡଳୀ।(i.e. RSID, IT-ICT, RUSS,Asset Management etc)

2.ପିପିପି ରାସ୍ତା

3.ଜଗତପୁର ଓ ଚାନ୍ଦବାଲି ରାସ୍ତା ର ଚୁକ୍ତି ପରିଚାଳନା ର ତଦାରଖ କରିବା

4.ଅନ୍ୟ ବିଭାଗ ସହିତ ସମାନତା ରଖି ସମୀକ୍ଷା କରିବା

4


ଇଂ.ଫକିର ମୋହନ ପାଣିଗ୍ରାହୀ

ନିର୍ବାହୀ ଯନ୍ତ୍ରୀ

0674-2392678

ଆଲେଖ ଓ ବଣ୍ଟନ ପଦାଧିକାରୀ।

5


ଇଂ ପ୍ରଦୀପ କୁମାର ନାୟକ

ନିର୍ବାହୀ ଯନ୍ତ୍ରୀ(ISAP)

6


ଇଂ.ମନୋରଞ୍ଜନ ମିଶ୍ର

ନିର୍ବାହୀ ଯନ୍ତ୍ରୀ (PMU)

ପ୍ରକଳ୍ପ କାର୍ଯ୍ୟର ଆହରଣ ଓ ଚୁକ୍ତିପରିଚାଳନା

7


ଇଂ.ଅମିୟ ରଞ୍ଜନ ନାୟକ

ନିର୍ବାହୀ ଯନ୍ତ୍ରୀ (PMU)

1.ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ର ଆଇନ ସମ୍ବଧୀୟ ଏବଂ ଚୁକ୍ତିଗତ ପରିଚାଳନା

2. ସୂଚନା ଅଧିକାର ଏବଂ ଅଭିଯୋଗ ପରିଚାଳନା

8

ଇଂ.ସମୀର ହୋତା

ନିର୍ବାହୀ ଯନ୍ତ୍ରୀ ,ଯୋଜନା ଓ ସମ୍ପତି ପ୍ରବନ୍ଧନ

ଯୋଜନା ଏବଂ ରାସ୍ତା ସମ୍ପତି ପ୍ରବଦ୍ଧନ

9


ଇଂ.ଅବନୀ କାନ୍ତ ଦାଶ

ନିର୍ବାହୀ ଯନ୍ତ୍ରୀ ଓ ନିବାସୀ ଯନ୍ତ୍ରୀ

ପ୍ରକଳ୍ପ ପ୍ରବର୍ତକଙ୍କର ପ୍ରତିନିଧି ଙ୍କ ହିସାବରେ ବ୍ରହ୍ମପୁର-ତପ୍ତପାଣି ରାସ୍ତାର ସମସ୍ତ କାର୍ଯ୍ୟ ତଦାରଖ ଏବଂ ଉତ୍ତରଦାୟିତ୍ଵ

10


ଶ୍ରୀ ଦିଲ୍ଲୀପ କୁମାର ରାୟ

ଉପସଚିବ(LA)

1.ଜମି ଉପାର୍ଜନ, ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଏବଂ PPP ଅଧୀନରେ ଥିବା ସମସ୍ତ R & R ରାସ୍ତାର କାର୍ଯ୍ୟକଳାପ ପରିଚାଳନା କରିବା

2.ପ୍ରଶାସନିକ ଉପାୟରେ ଅନୁମୋଦନ ବୃଦ୍ଧି, ମାନବ ସମ୍ବଳ ନିଯୁକ୍ତି ଈତ୍ୟଦି।

3.ସରକାରୀ ଗାଡି ଗୁଡିକର ବିତରଣ କରିବା। (As per T.O. Letter No.PIU-WB-61/2006/6 dt-4.01.2010)

11


ଶ୍ରୀ ଶିବଶିଷ ଧଳ

ଆର୍ଥିକ ସହାୟକ

1.ବିତ୍ତିୟ କାର୍ଯ୍ୟର ତଦାରଖ,ଆର୍ଥିକ ବିଲର ତଥା କ୍ଷତପୂର୍ତ୍ତ ଦାବିର ଦେୟ ପ୍ରଦାନ ଏବଂ ବିତ୍ତିୟ ପରିଚାଳନା । ।

2.ଆର୍ଥିକବ୍ୟାପାର ଓ ଅଡିଟ ସମ୍ପର୍କିତ ସରକାରସହ ସମନୟ ରକ୍ଷା କରିବା ଓ ବୈଠକ ପରିଚାଳନା କରିବା

12


ଶ୍ରୀ ମହାଦେବ ବାଦାୟକ(ଓ ଫ ସ -ଆଇ)

ପ୍ରାଦେଶିକ ଜଙ୍ଗଳ ଅଧିକାରୀ

1. ବର୍ଷର ନିରୀକ୍ଷଣ ରୂପାଯନ ଓ ପରିବେଶ ପରିଚାଳନା ଯୋଜନା

2. ବର୍ଷ ରାସ୍ତା ପାଇଁ EIA ଓ EMP

13


ଶ୍ରୀ ପ୍ରମୋଦ କୁମାର ପ୍ରଧାନ

ବରିଷ୍ଟ ଡି ଈ ଓ

1.ଅଡିଟ

2.ସଂସ୍ଥା କୁ ସମସ୍ତ ଦେୟ ଦେବା

14


ଶ୍ରୀ ଜୟଦେବ ମିଶ୍ର

ଆର୍ଥିକ ପରିଚାଳନା ଅଧିକାରୀ

1.ମାସିକ ଯୋଜନା ଓ ବାର୍ଷିକ ଯୋଜନା ଓ ବେୟ ଅଟକଳ ପ୍ରସ୍ତୁତକରିବା

2.ସବୁ ଚୁକ୍ତିର ଆର୍ଥିକ ପ୍ରଗତିର ସମସ୍ତବିବରଣୀକୁ ଅନୁଧାୟନ କରିବା

15


ଶ୍ରୀ ଆଲୋକ କୁମାର ଦେ

ସାମାଜିକ ବିକାଶ ବିଶେଷକ (NH/OSRP)

ବ୍ୟଷ୍ଟିଗତ ଉପଦେଷ୍ଟା

16
ଶ୍ରୀ ଲକ୍ଷ୍ମୀବିଲାଶ ହୋତା
ସାମାଜିକ ବିକାଶ ଉପଦେଷ୍ଟା

ବ୍ୟଷ୍ଟିଗତ ଉପଦେଷ୍ଟା

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦