Alert : Javascript is disabled. To View this Website, Please Enable Your Browser's Javascript...

ସଡକ ଉନ୍ନୟନ

You are here

1.0 ସଡକ ଉନ୍ନୟନ

ଏହି ଅଂଶ ତିନୋଟି ମୁଖ୍ୟ ଅନ୍ତରୀଣ ପରିବହନ ରାସ୍ତାର ଉନ୍ନତିକରଣରେ ସହାୟକ ହେବ ଏବଂ 461 କି. ମି. ଜାତୀୟ ରାଜପଥର ପ୍ରଶସ୍ତିକରଣ ଓ ସୁଦୃଢ କରିବା । ଲକ୍ଷ୍ୟ ଏବଂ ଛକ ଅନୁଧ୍ୟାନ ଦ୍ଵାରା , ରାଜ୍ୟର ସମସ୍ତ ସଡକ ପଥ ମଧ୍ୟରୁ ଅଗ୍ରାଧିକାର ଭିତ୍ତିରେ ଏହି ଅନ୍ତରୀଣ ରାସ୍ତା ଓ ସଂଯୋଗକାରୀ ରାସ୍ତାମାନଙ୍କୁ ଚିହ୍ନଟ କରାଯାଇଥିଲା । ଏମାନଙ୍କର ସମ୍ଭାବ୍ୟ - ଅର୍ଥନୈତିକତା ଅର୍ଥନୈତିକ - ବିଶ୍ଳେଷଣରୁ ଅବଧାରିତ ।

ଏହି ତିନୋଟି ଅନ୍ତରୀଣ (କରିଡର) 10ଟି ଜିଲ୍ଲାରେ କାର୍ଯ୍ୟସାଧନ କରିବ, ଏବଂ ବର୍ତ୍ତମାନ ଓ ପ୍ରସ୍ତାବିତ ଶିଳ୍ପ , ଖଣି , ପର୍ଯ୍ୟଟନସ୍ଥଳୀ ସହ ପରିବହନ ସଂଯୋଗୀକରଣ କରିବ । ଓଡିଶାର ମୁଖ୍ୟ ରାଜପଥଗୁଡିକ ଏବଂ ବନ୍ଦର ସହ ପଡୋଶୀ ଆନ୍ଧ୍ର ସହ ସଂଯୁକ୍ତ ହୋଇପାରିବ ଏବଂ ଅନ୍ତରୀଣ ପଥ - ପାର୍ଶ୍ଵରେ ବାସ କରୁଥିବା ଦରିଦ୍ର ଓ ଜନଜାତିକୁ ଉନ୍ନତ ପରିବହନ ସେବା ଯୋଗାଇ ଦେବ ।

ବର୍ତ୍ତମାନର ସଡକଗୁଡିକ (3.5ମିଟର ) ଏକ- ଧାଡିର ମାନ ବିଶିଷ୍ଟ ଓ ମଝିରେ ମଝିରେ (5.5 ମିଟର ) ଖଣ୍ଡମାନ ରହିଛି । ଏବଂ ଦୁଇ -ଧାଡିକିଆ ଚଉଡାକୁ (7 ମିଟର ) ପରିବର୍ତ୍ତନ କରାଯିବ । ଏହି ରାସ୍ତାର ଉଭୟ ପାର୍ଶ୍ଵରେ 12 ମିଟର ଚଉଡା ଏବଂ 2.5 ମିଟର ଜନବସତିପୂର୍ଣ୍ଣ ଏବଂ ପରିବେଶ ସମ୍ବେଦନଶୀଳ ଅଞ୍ଚଳ ଏଥିରୁ ବାଦ ପଡିବେ ଓ ଏହାର ଉନ୍ନତି ଓ ପରିକଳ୍ପନାରେ ସାମାଜିକ ଓ ଏହାର ଉନ୍ନତି ଓ ପରିକଳ୍ପନାରେ ସାମାଜିକ ଓ ପାରିବେଶିକ ପ୍ରଭାବକୁ ନ୍ୟୂନତମ ରଖାଯିବ ।

ଏହି ପ୍ରକଳ୍ପର ଅନ୍ତର୍ଭୁକ୍ତ ସଡକଗୁଡିକ ନିମ୍ନୋକ୍ତ ସାରଣୀରେ ଦର୍ଶାଯାଇଛି । 2007 ମସିହା ଅଗଷ୍ଟ ମାସରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଉଚ୍ଚସ୍ତରୀୟ ବଂଶଧାରା ନଦୀର ମରାମତି ପାଇଁ ଆବଶ୍ୟକୀୟ ଅର୍ଥ ପ୍ରକଳ୍ପ ବହନ କରିବ । ଏହି 150 ମିଟର ଦୀର୍ଘ ସେତୁ ବ୍ରହ୍ମପୁର - ବାଙ୍କି ଜେଏନ ଜେକେପୁର - ରାୟଗଡା (ରେଳ ସଂଗମସ୍ଥଳ ) ଅନ୍ତରୀଣ ରାସ୍ତାରେ ଅବସ୍ଥାପିତ ଏବଂ ନଦୀ ସମ୍ପର୍କିତ- ପ୍ରଶିକ୍ଷଣ , ବଦ୍ଧ , ପ୍ରବେଶ ପଥ ନିର୍ମାଣ ସହ ପୁଣିଥରେ - ନିର୍ମାଣ ହେବ ।

ଓଡିଶା ରାଜ୍ୟ ସଡକ ପ୍ରକଳ୍ପ , ମୁଖ୍ୟ ପରିବହନ ଅନ୍ତଃ ସଡକ ।  

ଅନ୍ତରୀଣ ସଡକର ନାମ

କି. ମି.

ରାସ୍ତା ସଂଯୋଗ

ରାଜ୍ୟ ରାଜପଥ

କି. ମି.

ଅନ୍ତର୍ଭୁକ୍ତ ଜିଲ୍ଲା

ଜଗତପୁର -କେନ୍ଦ୍ରାପଡା -ଚାନ୍ଦବାଲି - ଭଦ୍ରକ -ଆନନ୍ଦପୁର

201

ଜଗତପୁର-କେନ୍ଦ୍ରପଡା- ଚାନ୍ଦବାଲି 

ରାଜ୍ୟ ରାଜପଥ -9କ

99

କଟକ କେନ୍ଦ୍ରାପଡା ଏବଂ ଭଦ୍ରକ

 

 

ଚାନ୍ଦବାଲି -ଭଦ୍ରକ

ରାଜ୍ୟ ରାଜପଥ - 9

53

ଭଦ୍ରକ

 

 

ଭଦ୍ରକ -ଆନନ୍ଦପୁର

ରାଜ୍ୟ ରାଜପଥ -53

49

ଭଦ୍ରକ -କେନ୍ଦୁଝର

ଖଡିଆଳ - ଭବାନିପାଟଣା

 

ଖଡିଆଳ -ଭବାନିପାଟଣା

ରାଜ୍ୟ ରାଜପଥ -16

68

କଳାହାଣ୍ଡି - ବଲାଙ୍ଗିର ଏବଂ ନୂଆପଡା

ବ୍ରହ୍ମପୁର -ବାଙ୍କି ଜଙ୍କସନ -ଜେକେପୁର (ରାୟଗଡା) ସମେତ ବନ୍ୟା କ୍ଷତିଗ୍ରସ୍ତ ବଂଶଧାରା ସେତୁ (150ମି ) ପୁନଃ ନିର୍ମାଣ

192

ବ୍ରହ୍ମପୁର -ବାଙ୍କି ଜଙ୍କସନ

ରାଜ୍ୟ ରାଜପଥ - 17

150

ଗଞ୍ଜାମ , ଗଜପତି, ରାୟଗଡା

 

 

ବାଙ୍କି ଜଙ୍କସନ ଜେ.କେ.ପୁର (ରାୟଗଡା)

ରାଜ୍ୟ ରାଜପଥ -4

42

ରାୟଗଡା

 

 

 

 

 

 

ମୋଟ

461

 

 

461

 

1.1 ପୁଞ୍ଜି ବିନିଯୋଗ ଅନୁଧ୍ୟାନ

- ପୁଞ୍ଜି ବିନିଯୋଗ ଅନୁଧ୍ୟାନରେ ପ୍ରସ୍ତାବିତ ପ୍ରକଳ୍ପ ନିମ୍ନୋକ୍ତ କାର୍ଯ୍ୟକଳାପ ଗ୍ରହଣ କରିଛି ।

  1. 1. ଓଡିଶା ରାଜ୍ୟ ସଡକ ପ୍ରକଳ୍ପର ବିଶଦ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ବିଶଦ ପ୍ରକଳ୍ପ ରିପୋର୍ଟ ଏବଂ ସମ୍ଭାବ୍ୟ ଅନୁଧ୍ୟାନ ନିମନ୍ତେ ପରାମର୍ଶ ସେବା
    କନସଲଟିଙ୍ଗ ଇଞ୍ଜିନିୟରିଂ ଗ୍ରୁପ (ଇଣ୍ଡିଆ ଲିମିଟେଡ )କୁ ଏଥି ନିମନ୍ତେ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।
  2. 2. ଓଡିଶା ପୂର୍ତ୍ତ ବିଭାଗ ଆନୁଷ୍ଠାନିକ ଦୃଢୀକରଣ କାର୍ଯ୍ୟକ୍ରମର ବଳିଷ୍ଠ ଯୋଜନା ପାଇଁ ଉଦ୍ଦେଶ୍ୟ ନିୟୋଜିତ ସ୍ଵତନ୍ତ୍ର ଦଳ ପାଇଁ ବ୍ୟକ୍ତିଗତ ପରାମର୍ଶ ସେବା ।
    -ଶ୍ରୀଯୁକ୍ତ ଭି. ମୁରାହାରି ରେଡ୍ଡୀ , ପୂର୍ବତନ ମୁଖ୍ୟ ଯନ୍ତ୍ରୀ , ଆନ୍ଧ୍ର ପ୍ରଦେଶ , ପୂର୍ତ୍ତ ବିଭାଗକୁ ଏଥି ନିମନ୍ତେ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।

ସରକାରୀ ପୁଞ୍ଜି ନିବେଶ

ଏହି ଅଂଶ ପାଇଁ ସରକାର ବିଶ୍ଵବ୍ୟାଙ୍କରୁ ପ୍ରକଳ୍ପ ଖର୍ଚ୍ଚ ପାଇଁ ସିଧାସଳଖ ଋଣ କରିବେ । ଯେଉଁ ରାସ୍ତାଗୁଡିକର ବିକାଶ ସାଧନ ହେବ , ତାହାର ଚିହ୍ନଟୀକରଣ ତାଲିକା ନିମ୍ନରେ ପ୍ରଦ ହୋଇଛି :-

ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ଅନ୍ତର୍ଗତ ପ୍ରକଳ୍ପ ରାସ୍ତା


ଅନ୍ତରୀଣ କ୍ରମିକ ସଂଖ୍ୟା

ଅନ୍ତରୀଣ ସଡକର ନାମ

ସଂଯୋଗ ସଂଖ୍ୟା

ସଂଯୋଗର ବିଶଦବିବରଣୀ

ସଡକର ବର୍ଗୀକରଣ ସଂଖ୍ୟା

ସଂଯୋଗର ଦୈର୍ଘ୍ୟ କି.ମି. ରେ

ମୋଟ ଦୁରତ୍ଵ କି.ମି.ରେ

ଜିଲ୍ଲାର ନାମ

01

ଜଗତପୁର -କେନ୍ଦ୍ରାପଡା -ଚାନ୍ଦବାଲି

ଭଦ୍ରକ - ଆନନ୍ଦପୁର-କରଞ୍ଜିଆ

ଯଶୀପୁର - (ଟାଙ୍ଗାବିଲ)

01କ

01ଖ

01ଗ

01ଘ

01ଙ

01ଚ

ଜଗତପୁର-କେନ୍ଦ୍ରାପଡା

କେନ୍ଦ୍ରାପଡା-ଚାନ୍ଦବାଲି

ଚାନ୍ଦବାଲି -ଭଦ୍ରକ

ଭଦ୍ରକ-ଆନନ୍ଦପୁର

ଆନନ୍ଦପୁର-କରଞ୍ଜିଆ

କରଞ୍ଜିଆ-ଯଶୀପୁର
(ଟାଙ୍ଗାବିଲ)

ରାଜ୍ୟ ରାଜପଥ 9 କ

ରାଜ୍ୟ ରାଜପଥ 9 କ

ରାଜ୍ୟ ରାଜପଥ 9

ରାଜ୍ୟ ରାଜପଥ 53

ରାଜ୍ୟ ରାଜପଥ 53
ରାଜ୍ୟ ରାଜପଥ 49

51.2

47.8

52.6

57.4

65.0

15.4

 

 

 

 

 

289.4

କଟକ

କେନ୍ଦ୍ରପଡା

ଭଦ୍ରକ

କେନ୍ଦୁଝର

ମୟୂରଭଞ୍ଜ

 

02

ବ୍ରହ୍ମପୁର - ଜେକେପୁର

02କ

02ଖ

02ଗ

02ଘ

02ଙ

ବ୍ରହ୍ମପୁର -ଦିଗପହଣ୍ଡି

ଦିଗପହଣ୍ଡି -ମୋହନା

ମୋହନା - ଗୁମୁଡା

ଗୁମୁଡା- ବାଙ୍ଗୀ (ଜେଏନ)

ଜଙ୍କସନ

ବାଙ୍ଗୀ (ଜେଏନ) ଜଙ୍କସନ -ଜେକେପୁର  

ରାଜ୍ୟ ରାଜପଥ 17

ରାଜ୍ୟ ରାଜପଥ 17

ରାଜ୍ୟ ରାଜପଥ 17

ରାଜ୍ୟ ରାଜପଥ 17

ରାଜ୍ୟ ରାଜପଥ 04

25.0

44.0

73.0

8.1

41.8

 

 

 

 

 

171.9

ଗଞ୍ଜାମ

ଗଜପତି

ରାୟଗଡା

03

କେରେଡା- ରାୟଗଡା-ମୁନିଗୁଡା-ଭବାନୀପାଟଣା-ଖଡିଆଳ

03କ

03ଖ

03ଗ

03ଘ

03ଙ

କେରେଡା - ରାୟଗଡା

ରାୟଗଡା - ଜେକେପୁର

ଜିକେପୁର -ମୁନିଗୁଡା

ମୁନିଗୁଡା -ଭାବନିପାଟଣା

ଭବାନିପାଟଣା -ଖଡିଆଳ

ଏମ.ଡି.ଆର. 48ଖ

ରାଜ୍ୟ ରାଜପଥ 4

ରାଜ୍ୟ ରାଜପଥ 5

ରାଜ୍ୟ ରାଜପଥ 6

ରାଜ୍ୟ ରାଜପଥ 16

25.0

10.0

49.5

68.0

70.0

 

 

 

 

 

222.5

ରାୟଗଡା

କଳାହାଣ୍ଡି

ବଲାଙ୍ଗିର

ନୂଆପଡା

04

ଆସ୍କା -ଭଞ୍ଜନଗର

04କ

 

ଆସ୍କା - ଭଞ୍ଜନଗର

ରାଜ୍ୟ ରାଜପଥ 7

 

39.2

39.2

ଗଞ୍ଜାମ

ନୟାଗଡ

 

ଭଞ୍ଜନଗର - ଦଶପଲ୍ଲା

04ଖ

ଭଞ୍ଜନଗର- ଦଶପଲ୍ଲା 

ରାଜ୍ୟ ସଡକପଥ 37 

61.0

61.0

05

ଦଶପଲ୍ଲା -ବନରପାଳ

05କ

05ଖ

05ଗ

05ଘ

05ଙ

05ଚ

ଦଶପଲ୍ଲା-ଗଣିଆ

ଗଣିଆ- ବାଗଧାରିଆ

ବାଗଧାରିଆ - ନରସିଂହପୁର ଛକ

ନରସିଂହପୁର ଛକ -ହିନ୍ଦୋଳ

ହିନ୍ଦୋଳ - ମହୀଧରପୁର

ମହୀଧରପୁର -ନୂଆହାଟ (ବଆଂରପାଳ)

ରାଜ୍ୟ ରାଜପଥ 65କ

ରାଜ୍ୟ ରାଜପଥ 65ଖ

ରାଜ୍ୟ ରାଜପଥ 65

ରାଜ୍ୟ ରାଜପଥ 64

ରାଜ୍ୟ ରାଜପଥ 64କ

ରାଜ୍ୟ ରାଜପଥ 64ଖ

23.0

18.0

6.3

25.0

12.0

18.0

 

 

 

 

 

102.3

 

                                                       ମୋଟ ଦୈର୍ଘ୍ୟ            906.3

ପ୍ରକଳ୍ପ ସଡକର ସଂକ୍ଷିପ୍ତ ବର୍ଣ୍ଣନା

ଭବାନୀପାଟଣାରୁ ଖଡିଆଳ ସଡକପଥର ଦୁରତ୍ଵ 68କି. ମି. ଏବଂ ଓଡିଶାର କଳାହାଣ୍ଡି , ନୂଆପଡା ଏବଂ ବଲାଙ୍ଗୀର ଜିଲ୍ଲା ମଧ୍ୟରେ ଅବସ୍ଥିତ । ଭବାନିପାଟଣାରୁ 2/0 କି.ମି. ରୁ ଆରମ୍ଭ ହୋଇ ଖଡିଆଳରେ 70/0 କି.ମି.ରେ ଶେଷ ହୋଇଛି । ଏହି ଉପ - ପ୍ରକଳ୍ପ ହେଉଛି ରାଜ୍ୟ ରାଜପଥ 16 ନମ୍ବରର ଏକ ଖଣ୍ଡ ଏବଂ ଜାତୀୟ ରାଜପଥ 201କୁ ଜାତୀୟ ରାଜପଥକୁ 217କୁ ଏକ ଗୁରତ୍ଵପୂର୍ଣ୍ଣ ସଂଯୋଗକାରୀ ରାସ୍ତା । ଆଗରୁ ଥିବା ଏହି ରାସ୍ତା ଏକ ଧାଡି ବିଶିଷ୍ଟ ଏବଂ ଏହି ରାସ୍ତାର କେତେକାଂଶ , ସେତୁ ପ୍ରଦେଶ ପଥ 8/600, 10/537, 20/979, 27/650, 27/949, 28/928, 29/939 ଗତ ବର୍ଷାଋତୁରେ ତେଲ ନଦୀର ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛି । ସେତୁର 54/791 ଓ 58/760 ଅଂଶଗୁଡିକର ପୁନଃ ସଳଖୀ-କରଣ କାର୍ଯ୍ୟ ଚାଲୁ ରହିଛି । ସଡକପଥଟି ମୁଖ୍ୟତଃ ସମତଳ ଓ ଗଡାଣିଆ ଗତିପଥରେ ବିସ୍ତୃତ ଓ କେତେକାଂଶ କ୍ରମଶ ଢାଲୁ ଏବଂ ଉତ୍ତମ ଜ୍ୟାମିତିକ ସ୍ଥିତି ବିଶିଷ୍ଟ ।

ଭଦ୍ରକରୁ ଚାନ୍ଦବାଲି ରାଜ୍ୟ ରାଜପଥ -9 କି. ମି. ଠାରୁ 45 କି.ମି. ପର୍ଯ୍ୟନ୍ତ ଭଦ୍ରକରୁ ଆନନ୍ଦପୁର (0 କି.ମି. ରୁ 50 କି.ମି. ) ଉଭୟ ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ । ଭଦ୍ରକରୁ ଚାନ୍ଦବାଲି ପର୍ଯ୍ୟନ୍ତ ବିସ୍ତୃତ ସଡକ ଭଦ୍ରକରୁ ଆରମ୍ଭ ହୋଇ ଚାନ୍ଦବାଲି 45କି.ମି. )ରେ ଶେଷ ହୋଇଛି । ଭଦ୍ରକ ଆନନ୍ଦପୁର ରାସ୍ତା ଖଣ୍ଡ 4 ଧାଡି ବିଶିଷ୍ଟ ଜାତୀୟ ରାଜପଥ 5ର ଚିଆଙ୍ଗ 155 କି.ମି. ରୁ ଆରମ୍ଭ ହୋଇଛି । ଚାନ୍ଦବାଲି -ଭଦ୍ରକ - ଆନନ୍ଦପୁର ସଡକଖଣ୍ଡ ଉଭୟ ସମତଳ ଏବଂ ଏକ ଉତ୍ତମ ଜ୍ୟାମିତିକ ସ୍ଥିତି କ୍ରମ - ଢାଲୁ ପ୍ରାକୃତିକ ବୈଶିଷ୍ଟ୍ୟ ଭୂଖଣ୍ଡରେ ବିସ୍ତୃତ । ଆଗରୁ ଥିବା ଏହି ମାଲ ପରିବାହୀ ସଡକ ଏକ ଧାଡି ମଧ୍ୟବର୍ତ୍ତୀ ସଂକୀର୍ଣ୍ଣ ରାସ୍ତା । ବିଶେଷତଃ ଭଦ୍ରକ ଚାନ୍ଦବାଲି ଅନ୍ତର୍ଗତ ନାଳଗନ୍ଧା , ଘୁସୁରା ଭଳି କାଡ୍ର - ରାସ୍ତା (36 କି. ମି. /005) ଖଣ୍ଡମାନଙ୍କରେ ଅଧିକ କ୍ଷତି ଗ୍ରସ୍ତ ।

ବ୍ରହ୍ମପୁର ତପ୍ତପାଣି ସଡକ (ରାଜ୍ୟ ରାଜପଥ -17ର କି.ମି. 0/0ରୁ 41 କି.ମି. ) ଦୁରତ୍ଵ 41କି.ମି. ଓ ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ । ଜାତୀୟ ରାଜପଥ 217ରୁ ଏହି ରାସ୍ତା ଖଣ୍ଡ ଆରମ୍ଭ ହୋଇଛି । ରାସ୍ତାଟି ସମତଳ ଓ କ୍ରମଶଃ ଗଡାଣିଆ ଏବଂ ଉତ୍ତମ - ଜ୍ୟାମିତିକ ଅଞ୍ଚଳରେ ବିସ୍ତୃତ । ଆଗରୁଥିବା ଏହି ମାଲ ପରିବାହୀ ସଡକ ଏକ ଧାଡି ମଧ୍ୟବର୍ତ୍ତୀ ଗଳି ରାସ୍ତା 7 ମିଟର ଚଉଡା ବିଶିଷ୍ଟ । କ୍ରମାଗତ ଆନୁଭୂମିକ ମୋଡଗୁଡିକୁ ଏଡେଇ ଯିବା ନିମନ୍ତେ (6/800 ଆର / ଏସ ) ଏହି ସଡକର ପୁର୍ନ - ବିନ୍ୟାସ କରିବାର ବ୍ୟବସ୍ଥା ହୋଇଅଛି । ସେଠାକାର ସମୁଦାୟ 10ଟି ସେତୁ ମଧ୍ୟରୁ ଗୋଟିଏ ବଡ ସେତୁ ଓ ଅନ୍ୟ 9ଟି ସେତୁ କ୍ଷୁଦ୍ର । ନଅଟି ସେତୁ ମଧ୍ୟରୁ ଦୁଇଟିକୁ (11/270 ଏବଂ 29/500 ) ସଂପୂର୍ଣ୍ଣ ନିର୍ମାଣ କରିବାକୁ ଯାଉଥିବା ସ୍ଥଳେ ଅନ୍ୟ ୭ଟି ସେତୁକୁ ପୁନଃଉଦ୍ଧାର କରାଯିବ । ବ୍ରହ୍ମପୁରର ତପ୍ତପାଣି ବୃତ୍ତ ଖଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଓ ପାଖ ଦିଗପହଣ୍ଡି ସହରର ସରବରାହ ବ୍ୟବସ୍ଥା ଏହା ଉପରେ ନିର୍ଭରଶୀଳ ।

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦