Alert : Javascript is disabled. To View this Website, Please Enable Your Browser's Javascript...

News & Events

You are here

  • ବିଶ୍ଵ ବ୍ୟାଙ୍କ ର ଓଡିଶା ପରିଦର୍ଶନ ୦୬/୦୬/୨୦୧୬ ।

    ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ର ମୁଖ୍ୟ ଶ୍ରୀ ରାଜେଶ ରୋହତଗୀ ୦୬/୦୬/୨୦୧୬ ରେ ଓଡିଶା ପରିଦର୍ଶନ ରେ ଆସୁଛନ୍ତି । ବିଶ୍ଵ ବ୍ୟାଙ୍କ ଦଳର ଚୁକ୍ତିଭିତିକ ନିର୍ମାଣଧୀନ କାର୍ଯର ଉନ୍ନତି ଓ କାର୍ଯକାରିଣୀ ପନ୍ଥା ଅନ୍ତର୍ଗତ ଓଡିଶା ରାଜ୍ୟ ରାସ୍ତା ପ୍ରକଳ୍ପର ସମ୍ପତି ପ୍ରବନ୍ଦନର ଆନୁଷ୍ଟାନିକ ସଶକ୍ତିକରଣର ପ୍ରଚଳନ ଆଦିର ସମୀକ୍ଷା କରିବା ।

  • P03 ରାସ୍ତାର ମାନ ସମୀକ୍ଷା କରିବା।

    ମୁଖ୍ୟ ଯନ୍ତ୍ରୀ (RDQP) କର ଅଧକ୍ଷତାରେ ଏକ ସମୀକ୍ଷା ଦଳ ବେରହମପୁର-ତପଟପାଣି ରାସ୍ତାର ସମୀକ୍ଷା କଲେ।

  • "ରୋଡ ନେଟୱର୍କମାସ୍ଟର ପ୍ଲାନିଂ" ବୈଠକ ୧୧ ଜୁଲାଇ,୨୦୧୪

    ପୂର୍ତ୍ତବିଭାଗ ଦ୍ଯାରା ରୋଡ ନେଟୱର୍କମାସ୍ଟର ପ୍ଲାନିଂ ଉପରେ ଏକ ବୈଠକ ୧୧ ଜୁଲାଇ ୨୦୧୪ ରେ ଆନୁଷ୍ଟିତ ହୋଇଥିଲା।ଏହା ମୁଖ୍ୟ ସେକ୍ରେଟାରୀ ଓ ଡେଭେଲପମେନ୍ଟ କମିଶନାର କ ଉପସ୍ଥିତି ରେ ଦୁତୀୟ ମହଲା ସେକ୍ରେଟାରୀ ବିଲ୍ଡିଂ ରେ ଆନୁଷ୍ଟିତ ହୋଇଥିଲା।
    ଏଥିରେ କମିଶନାର -କୁମ-ସେକ୍ରେଟାରୀ,ପଞ୍ଚାୟତି ରାଜ ଓ ରୁରାଲ ଡେଭେଲପମେନ୍ଟ ବିଭାଗ ମଧ୍ୟ ଉପସ୍ଥିତ ଥିଲେ।

  • ୧୬th ଏସଏଲଇସି ବୈଠକ ୧୪।୦୫।୨୦୧୪

    ୧୬th ଏସଏଲଇସି ବୈଠକ ୧୪।05।୨୦୧୪ ଓଡିଶା ରେ ମୁଖ୍ୟ ସେକରେଟରୀକ ଅଧଖ୍ୟାତ ଆନୁଷ୍ଟିତ ହୋଇଥିଲା। ଏଥିରେ ନିମ୍ ଲିଖିତ ଏସଏଲଇସି ବେଶୟରେ ଆଲୋଚନା ହୋଇଥିଲା..
    ୧ ରାସ୍ତା ଚିଠା ବୃତ୍ତକଳା ନିୟମ
    ୨ ରାସ୍ତା ଚିଠା ସୁରକ୍ଷିତ ଯୋଜନା

  • osrp ରେ ବିଶ୍ଵ ଏଡସ ଦିବସ ପାଳନ

    ନୋଡାଲ ଏନଜିଓ କାର୍ଟ , pmu ଆଉ ଓଡିଶା ରାଜ୍ୟ ରାସ୍ତା ପ୍ରକଳ୍ପ,ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ମିଳିତ ଭାବରେ 1 st ଡିସେମ୍ବର 2014 ରେ ବିଶ୍ଵ ଏଚଆଇଭି ଏଇଡସ ଦିବସ ପାଳନ କରିଥିଲେ।

  • ବିଶ୍ଵ ବ୍ୟାଙ୍କ ର ଓଡିଶା ପରିଦର୍ଶନ ୦୫।୦୫।୨୦୧୫ ରୁ ୧୪।୦୫।୨୦୧୫

    ବିଶ୍ଵ ବ୍ୟାଙ୍କ ପ୍ରକଳ୍ପ ର ମୁଖ୍ୟ ମିଷ୍ଟର ରାଜେଶ ରୋହତଗୀ ୦୫।୦୫।୨୦୧୫ ରୁ ୧୪।୦୫।୨୦୧୫ ରେ ଓଡିଶା ପରିଦର୍ଶନ ରେ ଆସିଥିଲେ।ତାଙ୍କ ଦଳ ଏର ଓମ ପ୍ରକେଶ ପଟେଲକ CE (WBP)ଓ ଅନ୍ୟ PMU କର୍ମଚାରୀ କ ସହିତ P01A, P01B, P02 P03, P04A ଓ P04B ପରିଦର୍ଶନ କରିଥିଲେ ଓ କାଯ ପ୍ରଣାଳୀ ଓ ଅବସ୍ଥିତି ଆନୁଧାନ୍ୟ କରିଥିଲେ। ଆଉ ମଧ୍ୟ ତାଙ୍କ ଦଳ P01A, P01B, P03 and LA, R&R ଆଧନା ରେ ଥିବା ସମସ୍ତ କମ ଅଣୁଧାନ୍ୟ କରିଥିଲେ। ISAP ଦ୍ଯାରା ରାସ୍ତାର ଉନତିକାରଣ ପାଇଁ ଅନ୍ୟ ଏକ ବୈଠକ ମଧ୍ୟ କରଯାଇଥିଲା ଓ ଏକ କର୍ମ ଶାଳ ମଧ୍ୟ ୧୨।୦୫।୨୦୧୫ ଓଡିଶା ସେକ୍ରେଟାରିଆତେ ରେ କରାଯାଇଥିଲା।

  • ମାନବିକ ସମ୍ବଳ ଉନ୍ନତି କରଣ ନୀତି (HRD)କାର୍ଯ୍ୟବିଭାଗ ଓଡିଶା-୨୦୧୫

    ମାନବିକ ସମ୍ବଳ ଉନ୍ନତି କରଣ ନୀତି (HRD)କାର୍ଯ୍ୟବିଭାଗ ଓଡିଶା-2015 ଦ୍ୟରା କରାଯାଇଥିବା ଅଧିସୂଚନା vide no. WORKS-EAP-OSRP-0001-2015/4989 ତାରିଖ ୨୯ ଏପ୍ରିଲ ୨୦୧୫,ଓଡିଶା ସରକାରକ ଦ୍ୟରା ଅଧିଗ୍ରହଣ କରାଯାଇଛି। ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା;-
    ୧ OWD କର୍ମଚାରୀକ ମୌଳିକ ଅଧିକାର ବିଷୟରେ ଆବଗତ ହେବା ।
    ୨ OWD ଅଧୀନରେ ଥିବା ସବୁ କାମର ଉନତିକାରଣ କରିବା ।
    ୩ HRM ର ସମସ୍ତ ବ୍ୟବସାୟ ପ୍ରଣାଳୀର ମୂଲ୍ୟକୁ ଯୋଗ କରିବା ।
    ୪ କାଯ ଦକ୍ଷତା ବୃଦ୍ଧି କରିବା ପାଇଁ ବିଦ୍ୟା ଶିଖିବାରର ସୁବିଧା ସୁଯୋଗ ଦେବା ।
    ୫ ନିଜର ଓ ସଂସ୍ଥା ର ଉନତି ପାଇଁ ଯୋଜନା କରିବା।
    ୬ କର୍ମଚାରୀ ମାନକୁ ଉନତ ଜ୍ଞାନ କୌଶଳ ଓ ସେମାନକର ଭବିଷତର କାର୍ଯ୍ୟ ବିଷୟରେ ଆବଗତ କରିବା ।
    ୭ HRMର ସମସ୍ତ କାର୍ଯ୍ୟ ପ୍ରଣାଳୀ ପ୍ରଶିକ୍ଷଣ କରିବା ।

  • ୧୬ତମ ଏସ.ଏଲ.ଇ.ସି. ବୈଠକ ଆୟୋଜିତ ୧୪ । ୦୫ । ୨୦୧୪

    The 16th SLEC meeting was held under Chairmanship of Chief Secretary, Odisha on 14.05.2014. The SLEC discussed on ISAP(RSID) issues i.e. (1) Draft Road sector policy, (2) Drafts Roads safety action plan, (3) Draft HRD policy and TNA based training in Works Department and LA and R&R issues in Implementation of Resettlement and Rehabilitation in Jagatpur- Chandbali roiad (P04A, P04B)

  • ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କ ପ୍ରଦ

    ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କ ପ୍ରଦ ଅର୍ଥରେ (ଜିଓଓ)ର ଓଡିଶା ପୂର୍ତ୍ତବିଭାଗ.ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କ ପ୍ରଦ ଅର୍ଥରେ (ଜିଓଓ) ଓଡିଶା ପୂର୍ତ୍ତବିଭାଗ

  • ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କ ପ୍ରଦ ଅର୍ଥରେ (ଜିଓଓ)ର ଓଡିଶା ପୂର୍ତ୍ତବିଭାଗ

    ଓଡିଶା ରାଜ୍ୟ ସଡକ ପ୍ରକଳ୍ପ ବିଶ୍ଵ ବ୍ୟାଙ୍କ ପ୍ରଦ ଅର୍ଥରେ (ଜିଓଓ)ର ଓଡିଶା ପୂର୍ତ୍ତବିଭାଗ (ଓଡବ୍ଲୁଡି)ଦ୍ୱାରା ପରିଚାଳିତ | ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଊଛି, ଉଦ୍ଧିଷ୍ଟ ପରିବହନ ସ୍ଥଳଗୁଡିକର ଅସୁବିଧା ଦୂରୀକରଣ ଏବଂ ଓଡିଶାରେ ଅର୍ଥନେତିକ ଏବଂ ସାମାଜିକ ବିକାଶ ନିମନ୍ତେ ଅଧିକ ପୁଞ୍ଜି ନିବେଶ | ପ୍ରକଳ୍ପ ପରିଚାଳନା ୟୁନିଟର ମୁଖ୍ୟ, ମୁଖ୍ୟ ଯନ୍ତ୍ରୀଙ୍କର କାର୍ଯ୍ୟଳୟ, ଭୂବନେଶ୍ବରର ୟୁନିଟ-୫ ସ୍ଥିତ ନିର୍ମାଣ ସୌଧରେ ଅବସ୍ଥିତ |

Photo Gallery

OSRP

Contact Us

ମୁଖ୍ୟ ଯନ୍ତ୍ରୀ, ବିଶ୍ଵ ବ୍ୟାଙ୍କ ପ୍ରକଲ୍ପ ଓଡିଶା
ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍)ଙ୍କ କାର୍ଜ୍ୟାଳୟ , ଓଡିଶା
ନିର୍ମାଣ ସୌଧ, କେଶରୀ ନଗର, ୟୁନିଟ୍ - ୫ , ଭୁବନେଶ୍ଵର୍ - ୭୫୧୦୦୧
ଦୂରାଭାଷ: +୯୧-୬୭୪-୨୩୯୬୭୮୩
ଫ୍ୟାକ୍ସ୍: +୯୧-୬୭୪-୨୩୯୦୦୮୦